ଯଥାର୍ଥ J̄athārtha
- ସଂ. ବିଣ.—(ଯଥାଭୂତ ଅର୍ଥ=ଯଥାର୍ଥ; ଯଥା=ଯଥା— ଭୂତ୍+ଅର୍ଥ=ସତ୍ୟ ଯହିଁରେ; ବହୁବ୍ରୀହି) ବାସ୍ତବିକ; ପ୍ରକୃତ; ସତ୍ୟ — True; actual real
- ସଂ. ବିଣ.—(ଯଥାଭୂତ ଅର୍ଥ=ଯଥାର୍ଥ; ଯଥା=ଯଥା— ଭୂତ୍+ଅର୍ଥ=ସତ୍ୟ ଯହିଁରେ; ବହୁବ୍ରୀହି) ନିଶ୍ଚିତ — Certain
- ସଂ. ବିଣ.—(ଯଥାଭୂତ ଅର୍ଥ=ଯଥାର୍ଥ; ଯଥା=ଯଥା— ଭୂତ୍+ଅର୍ଥ=ସତ୍ୟ ଯହିଁରେ; ବହୁବ୍ରୀହି) (ସ୍ୱରୂପକୁ ଅତିକ୍ରମ ନ କରି; ଅବ୍ୟୟୀଭାବ) ଉପଯୁକ୍ତ — Proper; appropriate
- ସଂ. ବିଣ.—(ଯଥାଭୂତ ଅର୍ଥ=ଯଥାର୍ଥ; ଯଥା=ଯଥା— ଭୂତ୍+ଅର୍ଥ=ସତ୍ୟ ଯହିଁରେ; ବହୁବ୍ରୀହି) ଯୋଗ୍ୟ — Fit
- ସଂ. ବିଣ.—(ଯଥାଭୂତ ଅର୍ଥ=ଯଥାର୍ଥ; ଯଥା=ଯଥା— ଭୂତ୍+ଅର୍ଥ=ସତ୍ୟ ଯହିଁରେ; ବହୁବ୍ରୀହି) ପ୍ରକୃତ ଅର୍ଥ ଅନୁସାରେ — Conformable to the true meaning or sense
- କ୍ରି. ବିଣ. — ପ୍ରକୃତରେ — Truly; actually
- କ୍ରି. ବିଣ. — ସତ୍ୟ ସତ୍ୟ — Rightly; veritably
- କ୍ରି. ବିଣ. — ଉପଯୁକ୍ତରୂପେ — Fitly; suitably
- କ୍ରି. ବିଣ. — ଉଚିତରୂପେ — Properly