ଯଥା ମତ J̄athāmata

  • ଦେ. ଅ. — ଯେଉଁପରି ଘଟିଥିଲା ସେହି ପ୍ରକାରେ — Exactly as it happened
  • ଦେ. ଅ. — [ଉ—ପୂର୍ବ ଜନ୍ମର ଯଥାମତ, ମୋ ଆଗେ କହିବ ସମସ୍ତ। ପ୍ରାଚୀ. ଯଶୋବନ୍ତ—ପ୍ରେମଭକ୍ତି ଗୀତା]