ଯତବାକ୍ J̄atabāk

  • ସଂ. ବିଣ. ପୁଂ ଓ ସ୍ତ୍ରୀ (ବହୁବ୍ରୀହି) — ବାକ୍ୟରେ ସଂଯମ ଅବଲମ୍ବନକାରୀ — Restraining one's speech
  • ସଂ. ବିଣ. ପୁଂ ଓ ସ୍ତ୍ରୀ (ବହୁବ୍ରୀହି) — ମୌନାବଲମ୍ବୀ — Reticent; observing silence;