ମୌଷ୍ଟା Ma̲u̲shṭā

  • ସଂ. ବି (ମୁଷ୍ଟି+ଅ+ସ୍ତ୍ରୀ. ଆ) — ମୁଷ୍ଟି ପ୍ରହରଣ କ୍ରୀଡ଼ା; ଯେଉଁ ଖେଳରେ ବିଧା ମରାମରି ହୁଏ — Boxing
  • ସଂ. ବି (ମୁଷ୍ଟି+ଅ+ସ୍ତ୍ରୀ. ଆ) — ମୁଥ ମାଡ଼ — Fisticuff