ମୌଷଳ Ma̲u̲shaḻa

  • ସଂ. ବି (ମୂଷଳ+ସଂବନ୍ଧାର୍ଥେ. ଅ) — ମୂଷଳ ସମ୍ବନ୍ଧୀୟ — Relating to a mace
  • ସଂ. ବି (ମୂଷଳ+ସଂବନ୍ଧାର୍ଥେ. ଅ) — ମୂଷଳ ସଦୃଶ; ମୂଷଳିଆ — Thick like a cudgel or mace