ମୌରୁସି Ma̲u̲rusi

  • ବୈଦେ. ବିଣ (କଚିରିଆ; ଆ. ମୌରୁସୀ) — ପୈତୃକ — Paternal
  • ବୈଦେ. ବିଣ (କଚିରିଆ; ଆ. ମୌରୁସୀ) — ପିତୃ ପୈତାମହିକ — Hereditary; ancestral
  • ବୈଦେ. ବିଣ (କଚିରିଆ; ଆ. ମୌରୁସୀ) — ପିତୃପିତାମହକ୍ରମେ ଭୋଗ ହୋଇ ଆସୁଥିବା — Inherited from ancestors