ମୋଡ଼ ମାଡ଼ Moṟḍ̠a māṟḍ̠a
- ଦେ. ବି— (ନିରର୍ଥକ ସହଚର) — ମୋଡ଼; ବାଙ୍କ — A turn of a road
- ଦେ. ବି— (ନିରର୍ଥକ ସହଚର) — କଥାର ପେଞ୍ଚ — Crafty speech
- ଦେ. ବି— (ନିରର୍ଥକ ସହଚର) — ଫେର୍ଫାର୍; କପଟ; ଛଳ — Fraud; practising of deception conduct
- ଦେ. ବି— (ନିରର୍ଥକ ସହଚର) — କପଟାତାପୂର୍ଣ୍ଣ ବ୍ଯବହାର — Crooked conduct
- ଦେ. ବି— (ନିରର୍ଥକ ସହଚର) — ଦାମ ସ୍ଥିର ନ କରି ମୂଲାଇବା — Higgling and haggling