ମୋଡ଼ Moṟḍ̠a
- ଦେ. ବି (ସଂ. ମୁଡ଼୍ ଧାତୁ; ସଂ. ମୁରଣ—ଗୁଡ଼ାଇବା ହି. ଶ) — ବାଙ୍କ; କୌଣସି ବସ୍ତୁ ବଙ୍କା ହୋଇ ଯାଇଥିବା ସ୍ଥାନ — A turn; a turning; the bend or twist of a thing; bent or twisted
- ଦେ. ବି (ସଂ. ମୁଡ଼୍ ଧାତୁ; ସଂ. ମୁରଣ—ଗୁଡ଼ାଇବା ହି. ଶ) — କୌଣସି ବସ୍ତୁ ବଙ୍କା ହୋଇ ଯାଇଥିବା କୋଣ — A corner of a bent thing
- ଦେ. ବି (ସଂ. ମୁଡ଼୍ ଧାତୁ; ସଂ. ମୁରଣ—ଗୁଡ଼ାଇବା ହି. ଶ) — ଯେଉଁଠାରେ ପଥ ବା ବନ୍ଧ ବା ନଦୀ ବକ୍ର ହୋଇ ଅନ୍ଯ ଦିଗକୁ ଯାଇଥାଏ — The turning of a road or river or embankment bend
- ଦେ. ବି (ସଂ. ମୁଡ଼୍ ଧାତୁ; ସଂ. ମୁରଣ—ଗୁଡ଼ାଇବା ହି. ଶ) — ବକ୍ରକରଣ; ବଙ୍କାଇବା — Bending
- ଦେ. ବି (ସଂ. ମୁଡ଼୍ ଧାତୁ; ସଂ. ମୁରଣ—ଗୁଡ଼ାଇବା ହି. ଶ) — ପଥଶୀର୍ଷ; ଦୁଇଟି ରାସ୍ତା ବା ଗଳିର ଛକ — The crossing place of two roads or lanes
- ଦେ. ବି (ସଂ. ମୁଡ଼୍ ଧାତୁ; ସଂ. ମୁରଣ—ଗୁଡ଼ାଇବା ହି. ଶ) — କପଟତା; ଶଠତା; କପଟା— ଚରଣ — Crooked behaviour
- ଦେ. ବି (ସଂ. ମୁଡ଼୍ ଧାତୁ; ସଂ. ମୁରଣ—ଗୁଡ଼ାଇବା ହି. ଶ) — [ଦ୍ର— ମୋଡ଼ ଶବ୍ଦ ଯୁକ୍ତ ହୋଇ ଦିଗମୋଡ଼, ପାଣିମୋଡ଼, କଥାର ମୋଡ଼ ଓ ଡାହାଣ ମୋଡ଼ ଆଦି ହୁଏ।]