ମୋଲମ୍ବା Molambā

  • ବୈଦେ. ବି (ଫା.) — ତମ୍ବା ବା ରୂପାର ଅଳଙ୍କାର ଉପରେ ପାରା ଘଷି ତହିଁ ଉପରେ ସୁନାର ଅତି ପତଳା ପତ୍ର ଦେଇ ତାକୁ ଉତ୍ତପ୍ତ କରିବାଦ୍ୱାରା ପ୍ରସ୍ତୁତ ହେବା ଗିଲ୍ଟି କାମ, ମଲମ୍ମା ଅଳଙ୍କାର — Ornaments prepared by putting a thin layer of gold or silver over copper or silver designs after the latter are rubbed with quicksilver