ମୋରେ More
- ଦେ. ସର୍ବ (ପଦ୍ଯ) — ମୋଠାରେ; ମୋ ପ୍ରତି — At me; to me
- ଦେ. ସର୍ବ (ପଦ୍ଯ) — [ଉ—ଚିଟା ହେଲା ମୋରେ କାହୁଁ କି ଶୁଣି—କବିସୂର୍ଯ୍ୟ. କବିତା।]
- ଦେ. ସର୍ବ (ପଦ୍ଯ) — ମୋଦ୍ୱାରା — By me
- ଦେ. ସର୍ବ (ପଦ୍ଯ) — [ଉ—ବହିଲା ଗର୍ବ ସର୍ବ ମୋରେ ହୋଇଛି ଶୁଣି ମୁନି ପ୍ରଶଂସିବା ଯେ, ବାଜେ—ଭଞ୍ଜ. ବୈଦେହୀଶବିଳାସ।]
- ଦେ. ସର୍ବ (ପଦ୍ଯ) — ମୋତେ; ଆମ୍ଭଙ୍କୁ — To me
- ଦେ. ସର୍ବ (ପଦ୍ଯ) — (ଉ—ମୋରେ କରୁଣା କର ଦୟାନିଧି।)