ମୋଚନୀୟ Mochanīya

  • ସଂ. ବିଣ (ମୁଚ୍ ଧାତୁ+କର୍ମ, ଅନୀୟ) — ମୁକ୍ତ ହେବାର ଯୋଗ୍ୟ — Fit to be liberated or let loose
  • ସଂ. ବିଣ (ମୁଚ୍ ଧାତୁ+କର୍ମ, ଅନୀୟ) — ତ୍ୟାଗଯୋଗ୍ୟ — Fit to be abandoned