ମୋଚନ Mochana

  • ସଂ. ବି (ମୁଚ୍ ଧାତୁ=ତ୍ୟାଗ କରିବା; ମୁକ୍ତି ଦେବା+ଭାବ. ଅନ) — ମୁକ୍ତ କରିବା; ମୁକୁଳାଇବା — Delivering; liberating; emancipating setting free
  • ସଂ. ବି (ମୁଚ୍ ଧାତୁ=ତ୍ୟାଗ କରିବା; ମୁକ୍ତି ଦେବା+ଭାବ. ଅନ) — ମୁକ୍ତି; ମୋକ୍ଷ — Deliverance
  • ସଂ. ବି (ମୁଚ୍ ଧାତୁ=ତ୍ୟାଗ କରିବା; ମୁକ୍ତି ଦେବା+ଭାବ. ଅନ) — (+କର୍ମ. ଅନ) କଳ୍ପନ; କାଣ୍ଟି — The sediment left at the bottom of a pot of ghee or oil
  • ସଂ. ବି (ମୁଚ୍ ଧାତୁ=ତ୍ୟାଗ କରିବା; ମୁକ୍ତି ଦେବା+ଭାବ. ଅନ) — ମଇଳା — Dirt; filth
  • ସଂ. ବି (ମୁଚ୍ ଧାତୁ=ତ୍ୟାଗ କରିବା; ମୁକ୍ତି ଦେବା+ଭାବ. ଅନ) — ଅହଂକାର — Pride
  • ସଂ. ବି (ମୁଚ୍ ଧାତୁ=ତ୍ୟାଗ କରିବା; ମୁକ୍ତି ଦେବା+ଭାବ. ଅନ) — ଦମ୍ଭ; ଦାମ୍ଭିକତା — Arrogance; effrontery
  • ସଂ. ବି (ମୁଚ୍ ଧାତୁ=ତ୍ୟାଗ କରିବା; ମୁକ୍ତି ଦେବା+ଭାବ. ଅନ) — ଶାଠ୍ୟ — Craftiness
  • ସଂ. ବି (ମୁଚ୍ ଧାତୁ=ତ୍ୟାଗ କରିବା; ମୁକ୍ତି ଦେବା+ଭାବ. ଅନ) — ବନ୍ଦୀକୁ ବନ୍ଧନରୁ ଖଲାସ ଦେବା — Discharging or setting free a prisoner
  • ସଂ. ବି (ମୁଚ୍ ଧାତୁ=ତ୍ୟାଗ କରିବା; ମୁକ୍ତି ଦେବା+ଭାବ. ଅନ) — ଋଣରୁ ମୁକ୍ତି — Discharge of a debt; liquidation of a debt
  • ସଂ. ବି (ମୁଚ୍ ଧାତୁ=ତ୍ୟାଗ କରିବା; ମୁକ୍ତି ଦେବା+ଭାବ. ଅନ) — ଋଣରୁ ମୁକ୍ତି ଦେବା — Absolving a person from a debt
  • ସଂ. ବି (ମୁଚ୍ ଧାତୁ=ତ୍ୟାଗ କରିବା; ମୁକ୍ତି ଦେବା+ଭାବ. ଅନ) — ବିପଦରୁ ଉଦ୍ଧାର କରିବା — Delivering from a calamity
  • ସଂ. ବି (ମୁଚ୍ ଧାତୁ=ତ୍ୟାଗ କରିବା; ମୁକ୍ତି ଦେବା+ଭାବ. ଅନ) — ପୋଛିଦେବା — Wiping off