ମୋକ୍ଷଣ Mokshaṇa

  • ସଂ. ବି. (ମୋକ୍ଷ୍ ଧାତୁ+ଭାବ. ଅନ) — ମୋଚନ; ମୁକ୍ତିଦାନ; ଉଦ୍ଧାର କରିବା — Liberating
  • ସଂ. ବି. (ମୋକ୍ଷ୍ ଧାତୁ+ଭାବ. ଅନ) — ବନ୍ଧନରୁ ମୁକୁଳେଇବା; ଉନ୍ମୋଚନ — Setting free
  • ସଂ. ବି. (ମୋକ୍ଷ୍ ଧାତୁ+ଭାବ. ଅନ) — ବୃଥା ବ୍ୟୟ କରିବା; ଧନ ଉଡ଼ାଇବା — Squandering
  • ସଂ. ବି. (ମୋକ୍ଷ୍ ଧାତୁ+ଭାବ. ଅନ) — ମରଣ — Death
  • ସଂ. ବି. (ମୋକ୍ଷ୍ ଧାତୁ+ଭାବ. ଅନ) — ନିଃସାରଣ — Discharging
  • ସଂ. ବି. (ମୋକ୍ଷ୍ ଧାତୁ+ଭାବ. ଅନ) — କ୍ଷେପଣ — Throwing out