ମେଡ଼ିବା Meṟḍ̠ibā

  • ପ୍ରାଦେ. (ଗଞ୍ଜାମ) ବି (ପ୍ରା. ମେଡ଼୍ଡ ଧାତୁ) — ବାକ୍ୟ ବା ଅଙ୍ଗୀକାର ଲଙ୍ଘିବା — To break one's word
  • ପ୍ରାଦେ. (ଗଞ୍ଜାମ) ବି (ପ୍ରା. ମେଡ଼୍ଡ ଧାତୁ) — ଆଦେଶ ବା ଅନୁରୋଧ ଲଙ୍ଘିବା — To disobey one's order or request
  • ପ୍ରାଦେ. (ଗଞ୍ଜାମ) ବି (ପ୍ରା. ମେଡ଼୍ଡ ଧାତୁ) — ଲୋପ କରିବା — To annihilate
  • ପ୍ରାଦେ. (ଗଞ୍ଜାମ) ବି (ପ୍ରା. ମେଡ଼୍ଡ ଧାତୁ) — ସମ୍ମାନ ନ କରିବା; ନ ମାନିବା — To slight; to disregard