ମେଦସ୍ୱୀ Medaswī

  • ସଂ. ବିଣ. ପୁଂ (ମେଦସ୍+ଅଛି ଅର୍ଥରେ ବିନ୍; 1 ମା. 1 ବ) — ଦୃଢ଼; ବଳିଷ୍ଠ — Robust; strong
  • ସଂ. ବିଣ. ପୁଂ (ମେଦସ୍+ଅଛି ଅର୍ଥରେ ବିନ୍; 1 ମା. 1 ବ) — ମୋଟା; ସ୍ଥୂଳକାୟ; ପୃଥୁଳ — Fat; corpulent