ମେଣ୍ଢୀ Meṇḍhī

  • ଦେ. ବି. ସ୍ତ୍ରୀ — ମାଈ ମେଣ୍ଢା — A she-sheep; an ewe
  • ଦେ. ବି. ସ୍ତ୍ରୀ — ଶାଗ ରୂପେ ବ୍ଯବହୃତ ଏକପ୍ରକାର ଲତା — A creeper which is used as a pot herb
  • ଦେ. ବି. ସ୍ତ୍ରୀ — ମେଣ୍ଢା ଶିଙ୍ଗା (ଦେଖ) — Meṇḍhā ṡiṅgā (See)