ମେଘନାଳ Meghanāḻa
- ଦେ. ବି (ସଂ. ମେଘ+ଲାଳ) — ଅଭ୍ର — Mica; talc
- ଦେ. ବି (ସଂ. ମେଘ+ଲାଳ) — [ଦ୍ର—ଲୋକ ବିଶ୍ୱାସ ଯେ, ମେଘ ପାହାଡ଼ ଉପରକୁ ଚରି ଆସି ଏହି ନାଳଯାକ ଗାଳି ପକାଇ ଥାଏ।]
- ଦେ. ବି (ସଂ. ମେଘ+ଲାଳ) — କାଣି ଲେଉଟିଆ (କବିରାଜ ଶ୍ରୀ ହରେକୃଷ୍ଣ. ଦ୍ରବ୍ଯଗୁଣ) — Amaranthus Spinosus; a prickly potherb