ମୂଲେଇବା Mūleibā

  • ଦେ. କ୍ରି. (ସଂ. ମୂଲ୍ୟ ଶବ୍ଦରୁ ଓଡ଼ିଆ କ୍ରିୟା) — କୌଣସି ଦ୍ରବ୍ୟ କିଣିବା ଉଦ୍ଦେଶ୍ୟରେ ଦର— ଦାମ କରିବା — To bargain for; to make valuation of a thing to purchase it; to appraise
  • ଦେ. କ୍ରି. (ସଂ. ମୂଲ୍ୟ ଶବ୍ଦରୁ ଓଡ଼ିଆ କ୍ରିୟା) — [ଉ— ପଇସା ନ ଥାଇ ମୁଲାଉ ଥାଏ । ଦେଖୁଥିଲେ ପେଟ ଫୁଲାଉ ଥାଏ—ଢଗ ।]
  • ଦେ. କ୍ରି. (ସଂ. ମୂଲ୍ୟ ଶବ୍ଦରୁ ଓଡ଼ିଆ କ୍ରିୟା) — କୌଣସି ଆପଦକୁ ବା ଦଣ୍ଡକୁ ଆପଣା ଉପରକୁ ଡାକି ଆଣିବା; ଦଣ୍ଡାର୍ହ କାର୍ଯ୍ୟ କରିବା — To deserve or court a punishment
  • ଦେ. କ୍ରି. (ସଂ. ମୂଲ୍ୟ ଶବ୍ଦରୁ ଓଡ଼ିଆ କ୍ରିୟା) — (ଉ—ସେ ଗୁଡ଼ିଏ ମାଡ଼ ମୂଲାଇଲାଣି—ଢଗ ।)