ମୂଲ୍ୟ Mūlya
- ସଂ.ବି (ମୂଳ=ବସ୍ତ୍ରାଦି ଉତ୍ପତ୍ତି କାରଣ ଅର୍ଥାତ୍ ପରିଶ୍ରମ+ ଯ) — ଦ୍ରବ୍ୟାଦିର ଦାମ ବା ପଣ — Value or price of a thing
- ସଂ.ବି (ମୂଳ=ବସ୍ତ୍ରାଦି ଉତ୍ପତ୍ତି କାରଣ ଅର୍ଥାତ୍ ପରିଶ୍ରମ+ ଯ) — ମୂଲ; ପରିଶ୍ରମର ଦାମ — Wages; remuneration for labour
- ସଂ.ବି (ମୂଳ=ବସ୍ତ୍ରାଦି ଉତ୍ପତ୍ତି କାରଣ ଅର୍ଥାତ୍ ପରିଶ୍ରମ+ ଯ) — ବ୍ଯବହାର ପାଇଁ ଦିଆଯିବା ଭଡ଼ା — Hire
- ସଂ.ବି (ମୂଳ=ବସ୍ତ୍ରାଦି ଉତ୍ପତ୍ତି କାରଣ ଅର୍ଥାତ୍ ପରିଶ୍ରମ+ ଯ) — ବେତନ — Salary
- ସଂ.ବିଣ (ମୂଳ ଧାତୁ+ଯ) — ରୋପଣ୍ୟ ଯୋଗ୍ୟ — Fit to be planted
- ସଂ.ବିଣ (ମୂଳ ଧାତୁ+ଯ) — ପ୍ରତିଷ୍ଠାଯୋଗ୍ୟ — Fit to be established
- ସଂ.ବିଣ (ମୂଳ ଧାତୁ+ଯ) — ଖରିଦ କରିବାର ଯୋଗ୍ୟ — Purchasable
- ସଂ.ବିଣ (ମୂଳ ଧାତୁ+ଯ) — ଦାମୀ — Valuable
- ସଂ.ବିଣ (ମୂଳ ଧାତୁ+ଯ) — (ମୂଳ+ଯ; ଯେଉଁ ଶସ୍ୟାଦିର ଗୁଳ୍ମ ମୂଳରୁ ଉତ୍ପାଟିତ କରାଯାଏ) ମୁଦ୍ଗାଦି ଶସ୍ୟ (ବିଶ୍ୱକୋଷ) — Cereals; grains-pulse