ମୁହାଁସ Muhāñsa

  • ଦେ. ବି—(ସଂ. ମୋହପାଶ; କିମ୍ବା ମାୟା+ଆଶା) — ଦାରା ପୁତ୍ରାଦିଙ୍କ ପ୍ରତି ମାୟା ମମତା — Attachment towards one's family
  • ଦେ. ବି—(ସଂ. ମୋହପାଶ; କିମ୍ବା ମାୟା+ଆଶା) — [ଉ—ତୁମ୍ଭେ ତାହାକୁ ଅନ୍ଯରୂପେ ପୁରୁଷ, ହୋଇଛ ତୁମ୍ଭ ଠାରେ କରିବ ମୁହାଁଶ। କୃଷ୍ଣସିଂହ ମହାଭାରତ. ବନ।]
  • ଦେ. ବି—(ସଂ. ମୋହପାଶ; କିମ୍ବା ମାୟା+ଆଶା) — ବିଷୟାଭିଳାଷ; ବିଷୟାସକ୍ତି; ସଂସାର ମୋହ — Attachment towards one's worldly concerns
  • ଦେ. ବି—(ସଂ. ମୋହପାଶ; କିମ୍ବା ମାୟା+ଆଶା) — ଅଭିଳାଷ; ଇଛା — Wish; desire
  • ଦେ. ବି—(ସଂ. ମୋହପାଶ; କିମ୍ବା ମାୟା+ଆଶା) — [ଉ—ପ୍ରତି ରାତି ନାରୀମଣିର ରମଣେ ତରେ ବଳାଏ ମୁହାଁଶ—କବିସୂର୍ଯ୍ୟ. ସଙ୍ଗୀତ।]