ମୁନିଆ Muniā

  • ଦେ. ବିଣ — ମୁନଯୁକ୍ତ; ସୂକ୍ଷ୍ମାଗ୍ରଯୁକ୍ତ; ଗୋଜିଆ — Having a sharp point; sharp-pointed
  • ଦେ. ବିଣ — ଯାହାର ଅଗ୍ର ତୀକ୍ଷ୍ଣୀକୃତ ହୋଇଥାଏ — Sharpened to a fine point
  • ଦେ. ବି — ତେଣ୍ଟା — A harpoon
  • ଦେ. ବି — ଭୂମି ହସ୍ତାନ୍ତର କରଣ — A deed of transfer of land
  • ଦେ. ବି — (ସଂ. ମୋଣ=ସାପ ପେଡ଼ା; ଏ ପକ୍ଷୀମାନଙ୍କୁ ଲୋକେ ପେଡ଼ାରେ ବା ପଞ୍ଜୁରିରେ ପାଳନ୍ତି ବୋଲି)—ଶାଖାଶ୍ରୟୀ ବର୍ଗର ଶସ୍ୟଭୁକ୍ କ୍ଷୁଦ୍ର ପକ୍ଷୀ — Warbler; the munia bird; Fringilla Amandava
  • ଦେ. ବି — [ଉ—ସାରୀ, ଶୁଆ, ଶ୍ୟାମା, ତୁତି, ଚଷାପୁଅ, ଦୟାଳୁ ପୁଣି ମନିଆ। ରାଧାନାଥ, ଯଯାତି— କେଶରୀ।]
  • ଦେ. ବି — [ଦ୍ର—ଏହି ପକ୍ଷୀମାନେ ଦେଖିବାକୁ ବାୟା ଚଢ଼େଇ ପରି; ଲାଙ୍ଗୁଡ଼ର ଅଗ ଗୋଲ। ଏମାନେ ନାନା ଜାତିର ଓ ନାନା ରଙ୍ଗର ହୁଅନ୍ତି; ବେଗରେ ଉଡ଼ି ପାରନ୍ତି ଓ ଦଳବଦ୍ଧ ହୋଇ ଉଡ଼ନ୍ତି। ଏମାନେ ଦେଖିବାକୁ ସୁନ୍ଦର ଥିବାରୁ ଲୋକ ସଉକିରେ ଏହାଙ୍କୁ ପାଳନ୍ତି। ଏମାନେ ସୁମଧୁର ସିଟି ମାରନ୍ତି। ମୁନିଆ ଚଡ଼େଇ ନାନା— ପ୍ରକାରର ଅଛନ୍ତି। ଯଥା — 1 ଶରମୁନିଆ—ଏମାନେ56ଆଙ୍ଗୁଳି ଦୀର୍ଘ—Uroloncha Malabarica
  • ଦେ. ବି — ତିଲିଆ ମୁନିଆ—ଶରମୁନିଆଠାରୁ ବଡ଼ ଓ ଧୂମ୍ରବର୍ଣ୍ଣ ବିଶିଷ୍ଟ — Uroloncha Punctulata
  • ଦେ. ବି — ନାଲି ବା ଲାଲ ମୁନିଆ—ଦେହ ରକ୍ତ ବର୍ଣ୍ଣ; କିନ୍ତୁ ଉଦର କୃଷ୍ଣ ବର୍ଣ୍ଣ — Sporaeginthus Amandava
  • ଦେ. ବି — (ଯୋଗେଶଚନ୍ଦ୍ର)]