ମୁନି ବର Muni bara

  • ସଂ. ବି — ଶ୍ରେଷ୍ଠ ଋଷି; ମହର୍ଷି — An eminent or great sage
  • ସଂ. ବି — ପୁଣ୍ଡରୀକ (ବୃକ୍ଷ) (ବିଶ୍ୱକୋଷ) — Puṇḍarīka tree (See)
  • ଦେ. ବି — ଓଡ଼ିଶା ଛାନ୍ଦର ବଣୀ ବିଶେଷ — The tune of an Oriya chhānda