ମୁଦ୍ଗଲ Mudgala
- ସଂ. ବି (ନାମ) — ହର୍ଯ୍ଯଶ୍ୱ ରାଜାଙ୍କ ପୁତ୍ର — Name of a prince of ancient India
- ସଂ. ବି (ନାମ) — [ଦ୍ର— ଏହାଙ୍କ ପତ୍ନୀଙ୍କ ନାମ ଇନ୍ଦ୍ରସେନା—ବିଶ୍ୱକୋଷ।]
- ସଂ. ବି (ନାମ) — ଗୋତ୍ର ପ୍ରବର୍ତ୍ତକ ଋଷି ବିଶେଷ — Name of a progeniter sage
- ସଂ. ବି (ନାମ) — ତୃଣ ବିଶେଷ; ରୋହିଷତୃଣ — Name of a kind of grass
- ସଂ. ବି (ନାମ) — ପୁଷ୍ପ ବୃକ୍ଷ ବିଶେଷ; ଗନ୍ଧରାଜ ଫୁଲ ଗଛ — Name of a flower tree
- ସଂ. ବି (ନାମ) — ମୁଗୁରା ମଲ୍ଲୀ — Double-petalled Jasmine