ମୁଦାମ୍ Mudām
- ବୈଦେ. ବିଣ (କଚିରିଆ)—(ଆ. ମୁଦାମ୍=ସର୍ବଦା; ମୁଦାମୀ—ସର୍ବଦା ଘଟୁ ଥିବା) — ସ୍ଥାୟୀ; ସାର୍ବକାଳିକ — Permanent
- ବୈଦେ. ବିଣ (କଚିରିଆ)—(ଆ. ମୁଦାମ୍=ସର୍ବଦା; ମୁଦାମୀ—ସର୍ବଦା ଘଟୁ ଥିବା) — ନିରବଛନ୍ନ; ନିରନ୍ତର — Continuous
- ବୈଦେ. ବିଣ (କଚିରିଆ)—(ଆ. ମୁଦାମ୍=ସର୍ବଦା; ମୁଦାମୀ—ସର୍ବଦା ଘଟୁ ଥିବା) — ଚିରକାଳ ନିମନ୍ତେ ସ୍ଥିରୀକୃତ — Settled for ever
- ବୈଦେ. ବିଣ (କଚିରିଆ)—(ଆ. ମୁଦାମ୍=ସର୍ବଦା; ମୁଦାମୀ—ସର୍ବଦା ଘଟୁ ଥିବା) — ସର୍ବଦା ଘଟୁଥିବା — Happening always; constant
- ବୈଦେ. ଅ—(ଆ. ମୁଦାମ୍) — ସର୍ବଦା — Always; constantly
- ବୈଦେ. ଅ—(ଆ. ମୁଦାମ୍) — ନିରବ— ଛିନ୍ନ ଭାବରେ; ଲାଗେ ଲାଗେ — Continually
- ବୈଦେ. ଅ—(ଆ. ମୁଦାମ୍) — ସ୍ଥାୟୀ ଭାବରେ — Permanently