ମୁଡୁରା Muṟḍ̠urā

  • ପ୍ରାଦେ. (ବାଲେଶ୍ୱର) ବି — ବିଡ଼ି ଆକୃତିର ବାଣ ବିଶେଷ — A kind of fire work resembling a cigar
  • ପ୍ରାଦେ. (ବାଲେଶ୍ୱର) ବି — [ଦ୍ର—ଏଥିରେ ନିଆଁ ଲଗାଇ ଛାଡ଼ି ଦେଲେ ଏହା ଡେଉଁ ଡେଇଁ ବହୁଦୂରକୁ ଚାଲି ଯାଏ।]