ମୁଠାଏ Muṭhāe

  • ଦେ. ବିଣ. ଓ ବି — ମୁଠାରେ ସମ୍ଭାଇବା ପରିମିତ — A handful of
  • ଦେ. ବିଣ. ଓ ବି — ପୁଳାଏ; ଅନେକ (ଟଙ୍କା) — Much
  • ଦେ. ବିଣ. ଓ ବି — (ଯଥା— ମୁଁ ଅମୁକ କାମରେ ମୁଠାଏ ଟଙ୍କା ଖରଚ କରି ଦେଲି।)
  • ଦେ. ବିଣ. ଓ ବି — [ଦ୍ର—"ମୁଠାଏ" ରୁ ମୁଠିଏ" କମ୍ ପରିମାଣଜ୍ଞାପକ ଓ କୋମଳତରପ୍ରୟୋଗ।]