ମୁଞ୍ଚନ Muṅchana

  • ସଂ. ବି (ମୁଞ୍ଚ ଧାତୁ+ଭାବ. ଅନ) — ତ୍ୟାଗ — Giving up
  • ସଂ. ବି (ମୁଞ୍ଚ ଧାତୁ+ଭାବ. ଅନ) — (ଉ—କରରେ କର ବଞ୍ଚନ, ଢାଳିଲା ପରି ଲୋଚନ, ହୋଇ କି ମନୁ ମୁଞ୍ଚନ, ନାହିଁ ବଞ୍ଚନ—ଭଞ୍ଜ. ପ୍ରେମସୁଧାନିଧି।)