ମୁଜାବର୍ Mujābar

  • ବୈଦେ. ବି (ଆ) — କୌଣସି ପୀରଙ୍କ ଦରଘାରେ ବା ଆସ୍ଥାନରେ ରହି ସେଠା ଓଳାଇବା, ସେଠାରେ ସଞ୍ଜବତୀ ଲଗାଇବା ଆଦି କାର୍ଯ୍ୟ କରିବା ମୁସଲମାନ — A Mahomedan who is a whole- time servant in a saint's tomb