ମୁକରିର୍ Mukarir
- ବୈଦେ. ବି.—(କଚେରିଆ)—(ଆ. ମୁକର୍ରରୀ) — କୌଣସି କାର୍ଯ୍ୟ ବା ପଦରେ ସ୍ଥାୟୀରୂପେ ନିଯୁକ୍ତି; ନମୁଦ — Permanent appointment in a post
- ବୈଦେ. ବି.—(କଚେରିଆ)—(ଆ. ମୁକର୍ରରୀ) — ସ୍ଥାୟୀଭାବରେ ନିର୍ଦ୍ଦେଶ — Fixity
- ବିଣ — ସ୍ଥାୟୀ — Permanent
- ବିଣ — ନିର୍ଦ୍ଦିଷ୍ଟ — Ascertained; fixed