ମିଲ୍ Mil
- ବୈଦେ. ବି. (ଇଂ. ମିଲ୍) — ଲୁଗାଆଦିର କଳ — Cotton mill; flour-mill etc
- ବୈଦେ. ବି. (ଇଂ. ମିଲ୍) — [ଦ୍ର—ଯେଉଁ କଳରେ ଯେଉଁ କାମ ବା ବସ୍ତୁର ବ୍ଯବହାର ହୁଏ ସେହି ବସ୍ତୁର ଇଂରାଜୀ ନାମ ପରେ ଏ ଶବ୍ଦ ଲାଗେ । ଯଥା—ଜୁଟ୍ମିଲ୍=ଝୋଟକୋଳ; ରାଇସ୍ମିଲ୍=ଚାଉଳକଳ; ୱିଣ୍ଡମିଲ୍= ବାୟୁଚାଳିତ କଳ; ଫ୍ଲୋରମିଲ୍= ଅଟାପେଶାକଳ ହାଣ୍ଡମିଲ୍= ହାତଚଳା କଳ; କ୍ଲଥ୍ମିଲ୍= ଲୁଗାବୁଣା କଳ; କଟନ୍ମିଲ= ତୁଳାରୁ ସୂତା କାଟିବା କଳ ।]