ମିଥୁନ Mithuna

  • ସଂ. ବି (ମିଥ ଧାତୁ=ବଧ କରିବା+କର୍ତ୍ତୃ. ଉନ) — ସ୍ତ୍ରୀ— ପୁରୁଷ; ଦ୍ୱନ୍ଦ୍ୱ; ପ୍ରାଣୀମାନଙ୍କର ସ୍ତ୍ରୀ ଓ ପୁରୁଷ — Couple; a pair; a male and a female
  • ସଂ. ବି (ମିଥ ଧାତୁ=ବଧ କରିବା+କର୍ତ୍ତୃ. ଉନ) — ଜ୍ୟୋତିଷୋକ୍ତ ତୃତୀୟ ରାଶି — The 3rd sign of the zodiac
  • ସଂ. ବି (ମିଥ ଧାତୁ=ବଧ କରିବା+କର୍ତ୍ତୃ. ଉନ) — ସୌର ଆଷାଢ଼ ମାସ — The solar mouth of Āshāṟḍ̠ẖa
  • ସଂ. ବି (ମିଥ ଧାତୁ=ବଧ କରିବା+କର୍ତ୍ତୃ. ଉନ) — ମିଳନ; ସଂଯୋଗ — Conjunction
  • ସଂ. ବି (ମିଥ ଧାତୁ=ବଧ କରିବା+କର୍ତ୍ତୃ. ଉନ) — ସ୍ତ୍ରୀପୁରୁଷ ସଙ୍ଗମ — Copulation; pairing; coition