ମିଥିଳ Mithiḻa

  • ଦେ. ବି — ରାଜା ଜନକ — King Janaka
  • ଦେ. ବି — [ଉ— ଜନ୍ମନ୍ତେ ଜନକ ହୋଇଲା, ବୈଦେହ ନାମ ଯେ ବହିଲା। ମନ୍ଥନେ ମିଥିଳ ତା ନାମ, ବହେ ଅଶେଷ ଗୁଣ ଧାମ। ଜଗନ୍ନାଥ. ଭାଗବତ।]