ମିଣିପ Miṇipa
- ଗ୍ରା. ବି. ପୁଂ (ସଂ. ମନୁ+ପୁତ୍ର) — ମନୁଷ୍ୟ; ପୁରୁଷ; ଅଣ୍ଡିରା ବ୍ଯକ୍ତି; ମର୍ଦ୍ଦ — Male; man
- ଗ୍ରା. ବି. ପୁଂ (ସଂ. ମନୁ+ପୁତ୍ର) — ସ୍ୱାମୀ — Husband
- ବିଣ — ପୁରୁଷସମ୍ବନ୍ଧୀୟ; — Relating to male
- ବିଣ — [ଦ୍ର—ଏ ଶବ୍ଦ ସାଧାରଣତଃ ବହୁବଚନରେ 'ମିଣିପେ' ଆକୃତିରେ ବ୍ଯବହୃତ ହୁଏ।]