ମିଆନ୍ Miān

  • ବୈଦେ. ବି (ଫା. ମିୟାନ୍) — ତରବାରୀ ଆଦିର ଖୋଳ — Sheath of a sword
  • ବୈଦେ. ବି (ଫା. ମିୟାନ୍) — ଛୁରୀ — Knife
  • ବୈଦେ. ବି (ଫା. ମିୟାନ୍) — ଛୋରା — Dagger