ମାୟା ଜାଲ Māyā jāla

  • ସଂ. ବି (ରୂପକ; ମାୟା+ଜାଲ) ଜାଲପରି ବେଢ଼ି ଥିବା ମାୟା — Illusion compared to an entangling net
  • ପ୍ରାଦେ (ଯାଜପୁର) ବି — ସାଧାରଣ ଲୋକମାନେ ନଈ, ପୋଖରୀ ପ୍ରଭୃତିରୁ ଛୋଟ ମାଛ ଧରିବା ପାଇଁ ବାଉଁଶବତାରେ ତିଆରି ଯନ୍ତ୍ର— ବିଶେଷ — A contrivance made of split bamboo laths used by ordinary people to catch small fishes