ମାସ ଦିନ Māsa dina

  • ସଂ. ବି (ସହଚର) — ମାସ ଓ ଦିନ — Month and date
  • ସଂ. ବି (ସହଚର) — ମାସ ମଧ୍ୟର 30 ଦିନ ଯୁକ୍ତ ସମୟ — ମାସ ମଧ୍ୟର30ଦିନ ଯୁକ୍ତ ସମୟ—. A period of 30 days
  • ସଂ. ବି (ସହଚର) — (ଉ—ସେ ମାସ ଦିନେ ମୋ ପାଖକୁ ଥରେ ମାତ୍ର ଆସନ୍ତି।)