ମାଷ Māṡha

  • ସଂ. ବି—(ମଷ୍ ବା ମସ୍ ଧାତୁ=ବଧ କରିବା+କର୍ତ୍ତୃ ଅ) — କୃଷି ଜାତ ଲତାରୁ ଉତ୍ପନ୍ନ କୃଷ୍ଣବର୍ଣ୍ଣ ଶସ୍ୟବିଶେଷ; ବ୍ରୀହି; ବିରି — A species, of pulse; Phaseolus Radiatus
  • ସଂ. ବି—(ମଷ୍ ବା ମସ୍ ଧାତୁ=ବଧ କରିବା+କର୍ତ୍ତୃ ଅ) — [ଦ୍ର—ବୈଦ୍ଯକ ମତରେ ଏହା ଗୁରୁ, ମଧୁର, ବିପାକ, ସ୍ନିଗଧ, ରୁଚିକର ବାୟୁ ନାଶକ, ଉଷ୍ଣବୀର୍ଯ୍ୟ, ବଳ ଓ ଶୁକ୍ରକର, ଶରୀରର ଉପଚୟ- କର, ମଳ ମୂତ୍ର ବର୍ଦ୍ଧକ, ମେଦୋ- ବର୍ଦ୍ଧକ, ସ୍ତନ୍ଯବର୍ଧକ, ପିତ୍ତ ଓ କଫ ବର୍ଦ୍ଧକ; ଏହା ପରିଣାମ ଶୂଳନାଶକ
  • ସଂ. ବି—(ମଷ୍ ବା ମସ୍ ଧାତୁ=ବଧ କରିବା+କର୍ତ୍ତୃ ଅ) — ସ୍ୱର୍ଣ୍ଣାଦିର ପରିମାଣ ବିଶେଷ; 1 ମଷା; 8 ରତି — ସ୍ୱର୍ଣ୍ଣାଦିର ପରିମାଣ ବିଶେଷ;1ମଷା;8ରତି— . A goldsmith's weight equal to the Europian weight of 17 grains troy
  • ସଂ. ବି—(ମଷ୍ ବା ମସ୍ ଧାତୁ=ବଧ କରିବା+କର୍ତ୍ତୃ ଅ) — [ଦ୍ର—ମତାନ୍ତରରେ— 5 ଠାରୁ 12 ଗୁଞ୍ଜା ପରିମାଣ ଓଜନରେ 1 ମାଷ; କବିରାଜ ଓଜନରେ 1 ଭରି= 8 ମାଷ ବଣିଆ ଓଜନରେ 1 ଭରି= 10 ମାଷ।] — [ଦ୍ର—ମତାନ୍ତରରେ—5ଠାରୁ12ଗୁଞ୍ଜା ପରିମାଣ ଓଜନରେ1ମାଷ; କବିରାଜ ଓଜନରେ1ଭରି=8ମାଷ ବଣିଆ ଓଜନରେ1ଭରି=10ମାଷ]
  • ସଂ. ବି—(ମଷ୍ ବା ମସ୍ ଧାତୁ=ବଧ କରିବା+କର୍ତ୍ତୃ ଅ) — ମୂର୍ଖ — A dunce; a blockhead
  • ସଂ. ବି—(ମଷ୍ ବା ମସ୍ ଧାତୁ=ବଧ କରିବା+କର୍ତ୍ତୃ ଅ) — ଚର୍ମରୋଗ ବିଶେଷ — A skin disease