ମାଳ ଚୂଳ Māḻa chuḻa

  • ଦେ. ବି—(ସଂ. ମାଳ+ଚୂଡ଼ା) — ଜଗନ୍ନାଥ ମହାପ୍ରଭୁ ବେକରେ ପିନ୍ଧିଥିବା ମାଳା ଓ ଚୂଳରେ ପିନ୍ଧିଥିବା ପୁଷ୍ପଗୁଚ୍ଛ, ଯାହା ତାଙ୍କଠାରେ ଲାଗି ହେବା ପରେ କଢ଼ା ହୋଇଥାଏ — Garlands and nosegays taken off after they are worn by the Deity Jagannath