ମାଲୂର Mālūra

  • ସଂ. ବି (ମା=ଲକ୍ଷ୍ମୀ+ଲା ଧାତୁ=ଗ୍ରହଣ କରିବା+କର୍ମ ଊର [ଉର]; (ପୁରାଣରେ କଥିତ ଅଛି ଯେ ଲକ୍ଷ୍ମୀ ଆପଣାର ସ୍ତନ କର୍ତ୍ତନ କରି ଶିବଙ୍କ ସନ୍ତୋଷାର୍ଥେ ତାହା ପ୍ରଦାନ କରିଥିଲେ) — ଶ୍ରୀଫଳ ବୃକ୍ଷ ଓ ଫଳ — The Bel tree and fruit; Egle Marmelos
  • ସଂ. ବି (ମା=ଲକ୍ଷ୍ମୀ+ଲା ଧାତୁ=ଗ୍ରହଣ କରିବା+କର୍ମ ଊର [ଉର]; (ପୁରାଣରେ କଥିତ ଅଛି ଯେ ଲକ୍ଷ୍ମୀ ଆପଣାର ସ୍ତନ କର୍ତ୍ତନ କରି ଶିବଙ୍କ ସନ୍ତୋଷାର୍ଥେ ତାହା ପ୍ରଦାନ କରିଥିଲେ) — କପିତ୍ଥ ଗଛ ଓ ଫଳ — The wood-apple tree and fruit; the elephant apple; Ferona Elephantinum