ମାଲୁ Mālu

  • ଦେ. ବି (ସଂ. ମଲ୍ଲ) — ମାଲ; ମଲ୍ଲ — A wrestler
  • ଦେ. ବି (ସଂ. ମଲ୍ଲ) — ଯୋଦ୍ଧା — A warrior
  • ଦେ. ବି (ସଂ. ମଲ୍ଲ) — [ଉ—ଗାଲୁକୁ ମାଲୁ ସରି ନୁହେଁ—ଢଗ।]