ମାମୁର୍ Māmur
- ବୈଦେ. ବି (ଆ. ମାମୁଲ୍= 1 । ରୀତି; 2 । ନିରୂପିତ ସମୟ ବ୍ଯବଧାନ ଅନ୍ତେ ଯେଉଁ ଧନ କୌଣସି ବ୍ଯକ୍ତିକୁ ବା କାର୍ଯ୍ୟପାଇଁ ଦିଆଯିବାର ବ୍ଯବସ୍ଥା ହୋଇଥାଏ) — ପୂର୍ବରୁ ନିର୍ଦ୍ଦିଷ୍ଟ ବା ନିର୍ଦ୍ଧାରିତ ହୋଇଥିବା ବିଷୟ — A matter already settled
- ବୈଦେ. ବି (ଆ. ମାମୁଲ୍= 1 । ରୀତି; 2 । ନିରୂପିତ ସମୟ ବ୍ଯବଧାନ ଅନ୍ତେ ଯେଉଁ ଧନ କୌଣସି ବ୍ଯକ୍ତିକୁ ବା କାର୍ଯ୍ୟପାଇଁ ଦିଆଯିବାର ବ୍ଯବସ୍ଥା ହୋଇଥାଏ) — ନିୟମିତ ବା ନିର୍ଦ୍ଧାରିତ କାର୍ଯ୍ୟକ୍ରମ — Routine
- ବୈଦେ. ବି (ଆ. ମାମୁଲ୍= 1 । ରୀତି; 2 । ନିରୂପିତ ସମୟ ବ୍ଯବଧାନ ଅନ୍ତେ ଯେଉଁ ଧନ କୌଣସି ବ୍ଯକ୍ତିକୁ ବା କାର୍ଯ୍ୟପାଇଁ ଦିଆଯିବାର ବ୍ଯବସ୍ଥା ହୋଇଥାଏ) — ପ୍ରଚଳନ; ଚଳନ — Currency; use
- ବୈଦେ. ବି (ଆ. ମାମୁଲ୍= 1 । ରୀତି; 2 । ନିରୂପିତ ସମୟ ବ୍ଯବଧାନ ଅନ୍ତେ ଯେଉଁ ଧନ କୌଣସି ବ୍ଯକ୍ତିକୁ ବା କାର୍ଯ୍ୟପାଇଁ ଦିଆଯିବାର ବ୍ଯବସ୍ଥା ହୋଇଥାଏ) — ଅଭ୍ୟସ୍ତ କାର୍ଯ୍ୟ — Customary or habitual act
- ବୈଦେ. ବି (ଆ. ମାମୁଲ୍= 1 । ରୀତି; 2 । ନିରୂପିତ ସମୟ ବ୍ଯବଧାନ ଅନ୍ତେ ଯେଉଁ ଧନ କୌଣସି ବ୍ଯକ୍ତିକୁ ବା କାର୍ଯ୍ୟପାଇଁ ଦିଆଯିବାର ବ୍ଯବସ୍ଥା ହୋଇଥାଏ) — ନିୟମ — Rule
- ବୈଦେ. ବି (ଆ. ମାମୁଲ୍= 1 । ରୀତି; 2 । ନିରୂପିତ ସମୟ ବ୍ଯବଧାନ ଅନ୍ତେ ଯେଉଁ ଧନ କୌଣସି ବ୍ଯକ୍ତିକୁ ବା କାର୍ଯ୍ୟପାଇଁ ଦିଆଯିବାର ବ୍ଯବସ୍ଥା ହୋଇଥାଏ) — ଦସ୍ତୁର; ଚିରପ୍ରଚଳିତ ପ୍ରଥା — Custom or usage
- ବୈଦେ. ବି (ଆ. ମାମୁଲ୍= 1 । ରୀତି; 2 । ନିରୂପିତ ସମୟ ବ୍ଯବଧାନ ଅନ୍ତେ ଯେଉଁ ଧନ କୌଣସି ବ୍ଯକ୍ତିକୁ ବା କାର୍ଯ୍ୟପାଇଁ ଦିଆଯିବାର ବ୍ଯବସ୍ଥା ହୋଇଥାଏ) — ଅଭ୍ୟାସ — Habit
- ବୈଦେ. ବି (ଆ. ମାମୁଲ୍= 1 । ରୀତି; 2 । ନିରୂପିତ ସମୟ ବ୍ଯବଧାନ ଅନ୍ତେ ଯେଉଁ ଧନ କୌଣସି ବ୍ଯକ୍ତିକୁ ବା କାର୍ଯ୍ୟପାଇଁ ଦିଆଯିବାର ବ୍ଯବସ୍ଥା ହୋଇଥାଏ) — ନିର୍ଦ୍ଧାରିତ ସମୟରେ ପ୍ରାପ୍ୟ ବା ଦେୟ ନିର୍ଦ୍ଧାରିତ ଧର୍ମ — A fixed payment; the payment of a particular amount at a particular period
- ବିଣ (ଅ. ମାମୁଲୀ= ନିର୍ଦ୍ଧାରିତ) 1 ପୂର୍ବରୁ ସ୍ଥିରୀକୃତ — 1ପୂର୍ବରୁ ସ୍ଥିରୀକୃତ—1. Fixed; long settled; previously arranged
- ବିଣ (ଅ. ମାମୁଲୀ= ନିର୍ଦ୍ଧାରିତ) ପ୍ରଚଳିତ — Usual; current
- ବିଣ (ଅ. ମାମୁଲୀ= ନିର୍ଦ୍ଧାରିତ) ନିୟମିତ — Regular
- ବିଣ (ଅ. ମାମୁଲୀ= ନିର୍ଦ୍ଧାରିତ) ସାଧାରଣ — Ordinary