ମାମଲା Māmalā
- ବୈଦେ. ବି (ଆ. ମୁଆମିଲା) — ବ୍ୟାପାର — Affair; business
- ବୈଦେ. ବି (ଆ. ମୁଆମିଲା) — କେଶ; ମକଦ୍ଦମା — Litigation; case; law suit
- ବୈଦେ. ବି (ଆ. ମୁଆମିଲା) — (ଯଥା—ଫଉଜଦାରି ମାମଲା, ଦେୱାନି ମାମଲା, ଦଉରା ମାମଲା, ସେସନସ୍ ମାମଲା, ଖୁଣୀ ମାମଲା, ସଙ୍ଗିନ୍ ମାମଲା ଇତ୍ୟାଦି ।)