ମାମଥ୍ Māmath

  • ବୈଦେ. ବି. (ଇଂ. ମାମ୍ମଥ୍) — ହସ୍ତୀର ଆକୃତିବିଶିଷ୍ଟ ପ୍ରାଚୀନ ଜନ୍ତୁ ବିଶେଷ — Mammoth (an extinct species of wooly elephants)
  • ବୈଦେ. ବି. (ଇଂ. ମାମ୍ମଥ୍) — [ଦ୍ର— ଏହାର ଦେହଯାକ ଲମ୍ବ ଲୋମରେ ଆବୃତ ଥିଲା ଓ ଦନ୍ତଦ୍ୱୟ ଅଧିକଲମ୍ବା ଓ ଦନ୍ତାଗ୍ର ଉପରକୁ ବାଙ୍କେଇ ହୋଇ ଉଠିଥିଲା; ଏହା ହାତୀ ଠାରୁ ଖୁବ୍ ବଡ଼ ଥିଲା । ଏ ଜୀବ ବର୍ତ୍ତମାନ ପୃଥିବୀରୁ ଲୁପ୍ତ ହୋଇଅଛି ଓ ଏହାର କଙ୍କାଳ ଭୂଗର୍ଭରୁ ସ୍ଥାନେ ସ୍ଥାନେ ମିଳୁଅଛି ।]