ମାନ୍ଡ୍ୟ Māndya
- ସଂ. ବି (ମନ୍ଦ+ଯ) — ଅଳ୍ପତା — Littleness
- ସଂ. ବି (ମନ୍ଦ+ଯ) — ନ୍ୟୂନତା — Lessening; diminution;
- ସଂ. ବି (ମନ୍ଦ+ଯ) — (ଯଥା—ଅଗ୍ନି ମାନ୍ଦ୍ୟ; କ୍ଷୁଧାମାନ୍ଦ୍ୟ; ଇତ୍ୟାଦି)
- ସଂ. ବି (ମନ୍ଦ+ଯ) — ହାନି — Loss
- ସଂ. ବି (ମନ୍ଦ+ଯ) — ଜଡ଼ତା; ଆଳସ୍ୟ — Laziness; sluggishness
- ସଂ. ବି (ମନ୍ଦ+ଯ) — ପୀଡ଼ା; ରୋଗ — Illness; sickness