ମାନେ Māne

  • ବୈଦେ. ବି (ଆ. ମାନେ; ମାନୀ) — ଅର୍ଥ — Meaning
  • ବୈଦେ. ବି (ଆ. ମାନେ; ମାନୀ) — ତାତ୍ପର୍ଯ୍ଯ — Purport
  • ବୈଦେ. ବି (ଆ. ମାନେ; ମାନୀ) — ଶବ୍ଦାର୍ଥ — Meaning of words
  • ଦେ. (ବହୁବଚନାନ୍ତ ପ୍ରତ୍ୟୟ) — ଗଣ; ସମୂହ [ଦ୍ର—ମନୁଷ୍ୟ ଦେବତାଆଦି ପରେ 'ମାନେ' ଓ ଅନ୍ଯ ଜନ୍ତୁ ଏବଂ ଅଚେତନ ପଦାର୍ଥ ପରେ 'ମାନ' ପ୍ରତ୍ୟୟ ହୁଏ।] — (a suffix denoting the plural number, used after words denoting higher beings, e.g. man, Deity etc)-A number of