ମାତୃକା Mātṛukā
- ସଂ. ବି. ସ୍ତ୍ରୀ (ମାତୃ+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — ମାତା — Mother
- ସଂ. ବି. ସ୍ତ୍ରୀ (ମାତୃ+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — ମାତୃମହୀ — Maternal grandmother;
- ସଂ. ବି. ସ୍ତ୍ରୀ (ମାତୃ+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — ଧାତ୍ରୀ; ଧାଇମା — Foster— mother; one's nurse
- ସଂ. ବି. ସ୍ତ୍ରୀ (ମାତୃ+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — ଉପମାତା; ସାବତ ମା (ହି. ଶ) — Step-mother
- ସଂ. ବି. ସ୍ତ୍ରୀ (ମାତୃ+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — ବର୍ଣ୍ଣମାଳା — The alphabets
- ସଂ. ବି. ସ୍ତ୍ରୀ (ମାତୃ+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — ବର୍ଣ୍ଣମାଳାର ସ୍ୱରବର୍ଣ୍ଣମାନଙ୍କର 12 ଗୋଟି ମାତ୍ରା। (ଆକାର, ଇକାର, ଈକାର, ଉକାର, ଊକାର, ଋକାର, ଋକାର, ଌ କାର ଏକାର, ଐକାର, ଓକାର, ଔକାର) ବାରଖଡ଼ି — ବର୍ଣ୍ଣମାଳାର ସ୍ୱରବର୍ଣ୍ଣମାନଙ୍କର12ଗୋଟି ମାତ୍ରା (ଆକାର, ଇକାର, ଈକାର, ଉକାର, ଊକାର, ଋକାର, ଋକାର, ଌ କାର ଏକାର, ଐକାର, ଓକାର, ଔକାର) ବାରଖଡ଼ି— . The 12 sings or marks of vowels when added to consonants
- ସଂ. ବି. ସ୍ତ୍ରୀ (ମାତୃ+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — ମାତୃ 8 (ଦେଖ) — ମାତୃ8(ଦେଖ)—, Matṛu 8 (See)
- ସଂ. ବି. ସ୍ତ୍ରୀ (ମାତୃ+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — ମାତୃ 9 (ଦେଖ) — ମାତୃ9(ଦେଖ)—. Matṛu 9 (See)
- ସଂ. ବି. ସ୍ତ୍ରୀ (ମାତୃ+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — ମାତୃ 10 (ଦେଖ) — ମାତୃ10(ଦେଖ)—. Matṛu 10 (See)
- ସଂ. ବି. ସ୍ତ୍ରୀ (ମାତୃ+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — ଦେବୀ — Divine Mother (Apte)
- ସଂ. ବି. ସ୍ତ୍ରୀ (ମାତୃ+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — ମୂଳକାରଣ; ଆଦିକାରଣ — Source; origin (Apte)