ମାତପର Mata par

  • ବୈଦେ. ବି—(ଆ ମୋତବୀର୍=ବିଶ୍ୱାସଯୋଗ୍ୟ; ବିଶ୍ୱସନୀୟ) — ମୁରବୀ — Guardian; patron
  • ବୈଦେ. ବି—(ଆ ମୋତବୀର୍=ବିଶ୍ୱାସଯୋଗ୍ୟ; ବିଶ୍ୱସନୀୟ) — ଗ୍ରାମର କର୍ତ୍ତା — Headman of a village
  • ବୈଦେ. ବି—(ଆ ମୋତବୀର୍=ବିଶ୍ୱାସଯୋଗ୍ୟ; ବିଶ୍ୱସନୀୟ) — ଗ୍ରାମର ପ୍ରଧାନ ବ୍ଯକ୍ତି — Prominent man of a village
  • ବୈଦେ. ବି—(ଆ ମୋତବୀର୍=ବିଶ୍ୱାସଯୋଗ୍ୟ; ବିଶ୍ୱସନୀୟ) — ବଡ଼ଲୋକ; ଧନୀବ୍ଯକ୍ତି — Rich person; moneyed man
  • ବୈଦେ. ବି—(ଆ ମୋତବୀର୍=ବିଶ୍ୱାସଯୋଗ୍ୟ; ବିଶ୍ୱସନୀୟ) — [ଉ—ମଫସଲର ଜଣେ ମାତବର ଜମିଦାର ମଣିଷମାରୁ ମାମଲାରେ ଚଲାଣ ହୋଇ ଆସିଅଛି । ଫକୀରମୋହନ ଛମାଣ ଆଠଗୁଣ୍ଠ ।]
  • ବୈଦେ. ବି—(ଆ ମୋତବୀର୍=ବିଶ୍ୱାସଯୋଗ୍ୟ; ବିଶ୍ୱସନୀୟ) — ମହାପୁରୁଷ — Great man
  • ବୈଦେ. ବି—(ଆ ମୋତବୀର୍=ବିଶ୍ୱାସଯୋଗ୍ୟ; ବିଶ୍ୱସନୀୟ) — ପ୍ରତିଭୁ; ଯାମିନ୍ — Security; surety
  • ବୈଦେ. ବି—(ଆ ମୋତବୀର୍=ବିଶ୍ୱାସଯୋଗ୍ୟ; ବିଶ୍ୱସନୀୟ) — ବିଶ୍ୱାସ — Trust; reliance
  • ବୈଦେ. ବି—(ଆ ମୋତବୀର୍=ବିଶ୍ୱାସଯୋଗ୍ୟ; ବିଶ୍ୱସନୀୟ) — ବ୍ଯାବସାୟିକ ଖାତିର୍ — Credit in business
  • ବିଣ — ସମ୍ଭ୍ରାନ୍ତ; ମାନ୍ୟ— — Respectable
  • ବିଣ — ଯୋଗ୍ୟ — Worthy
  • ବିଣ — ବିଶ୍ୱାସଯୋଗ୍ୟ; ବିଶ୍ୱାସନୀୟ — Trustworthy; reliable