ମାଠା Māṭhā

  • ଦେ. ବି (ସଂ. ମନ୍ଥ୍ ଧାତୁ; ସଂ. ମଥନୋତ୍ଥ; ତୁଳ. ବଂ. ମାଠା= ଘୋଳଦହି; ଲହୁଣୀ) — ନବନୀତ; ଲହୁଣୀ (ନନ୍ଦେ) — Butter