ମାଟ ପକା Māṭa pakā

  • ପ୍ରାଦେ. (ସିଂହଭୂମି) ବି (ହି. କୁମରମ) — ବାଟଘଷ; ବିବାହ ବା ବ୍ରତ ଘରର ଦୁଇ ଦିନ ପୂର୍ବରୁ ହେବା ଉତ୍ସବ — The festivity performed two days before a marriage or thread ceremony