ମାଜଣା Mājaṇā

  • ଦେ. ବି (ସଂ. ମାର୍ଜନା) — ମାର୍ଜନା — 1. Polishing
  • ଦେ. ବି (ସଂ. ମାର୍ଜନା) — ଦେହ ମାଜିବା; ସ୍ନାନ — Scouring of the body at bath
  • ଦେ. ବି (ସଂ. ମାର୍ଜନା) — (ଉ—ପୁତ୍ରଙ୍କ ମାଜଣା କରାଇ, ଦଧି ଲବଣୀ ଅନ୍ନ ଦେଇ। ଜଗନ୍ନାଥ. ଭାଗବତ।)
  • ଦେ. ବି (ସଂ. ମାର୍ଜନା) — ଦେବତାଙ୍କ ଓ ରାଜାଙ୍କ ସ୍ନାନବିଧି — The ceremony of the bathing of idols and kings
  • ଦେ. ବି (ସଂ. ମାର୍ଜନା) — (ଉ—ନଥିଲା ମାଜଣା ବୋଲି ମୋତେ ଜଣା। କବିସୂର୍ଯ୍ୟ. ସଙ୍ଗୀତ।)
  • ଦେ. ବି (ସଂ. ମାର୍ଜନା) — ରାଜ୍ୟାଭିଷେକ — Coronation
  • ଦେ. ବି (ସଂ. ମାର୍ଜନା) — ସେଚନ — Sprinkling
  • ଦେ. ବି (ସଂ. ମାର୍ଜନା) — (ଉ—ପଲ୍ଲବେ ଘେନି ଜଳ କଣା, ମୁନିଏ କରନ୍ତି ମାଜଣା। ଜଗନ୍ନାଥ. ଭାଗବତ।)